Advertisement

'>

Search This Web

Monday 11 July 2022

କାନୁଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନୂତନ ଶିକ୍ଷକଙ୍କ ଯୋଗଦାନ

 କାନୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ, କାନୁଟରେ ନୂତନ ଶିକ୍ଷକ ଭାବେ ଧୀମାନ ଗନ୍ଧର୍ବ ମାଝି  ଯୋଗଦାନ କରିଛନ୍ତି । ତାଙ୍କୁ ସ୍ବାଗତ କରିବା ସକାଶେ  ବିଦ୍ୟାଳୟରେ ଏକ ବୈଠକ  ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଚିଦାନନ୍ଦ ନାଏକ ଅଧ୍ୟକ୍ଷତା କରିଥିଲେ । ପ୍ରଧାନ ଶିକ୍ଷକ ମଣିକାନ୍ତି ପାଣିଗ୍ରାହି ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ପ୍ରେମାନନ୍ଦ ନାଗ । ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷିକା ପୂର୍ଣ୍ଣ ସହଯୋଗର ହାତ ବଢାଇଥିଲେ । ନୂତନ ଶିକ୍ଷକ ମାଝି ମହାଶୟ ଶିକ୍ଷା ଉପରେ ଏକ ଟିପ୍ପଣୀ ଦେବା ସହିତ ନିଜର ପୂର୍ବ ଶୈକ୍ଷିକ ଅଭିଜ୍ଞତା ପ୍ରଦାନ କରିଥିଲେ ତଥା ପ୍ରକୃତି ପ୍ରେମୀ ହେବା ପାଇଁ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । 


ଆଜିକାର କାର୍ଯ୍ୟକ୍ରମର କିଛି ଫଟୋଚିତ୍ର 

  









0 comments:

Post a Comment